ପାର୍ବଣ ଋତୁରେ ଘରେ ବନାନ୍ତୁ ଜଲେବୀ, ଦୀପାବଳିକୁ କରନ୍ତୁ ଆହୁରି ଖାସ୍
ଆଗକୁ ଆସୁଛି ଆଲୋକର ପର୍ବ ଦୀପାବଳି । ବାଣ ଫୁଟାଇ ମିଠା ଖାଇ ଦୀପାବଳି ପାଳିଥାନ୍ତି ସମସ୍ତେ। ତେବେ ଏହି ପାର୍ବଣ ଋତୁରେ ସମସ୍ତଙ୍କର ମନ ହୋଇଥାଏ କିଛି ସ୍ପେଶାଲ ଖାଇ ମୁହଁ ମିଠା କରିବାକୁ। ଦୀପାବଳିରେ ଯଦି ଆପଣ ଘରେ ମିଠା ବନାଇ ଖାଇବାକୁ ଚାହୁଁଛନ୍ତି ତାହେଲେ ଏଥର ଜଲେବୀ ବନାନ୍ତୁ। ସେହିପରି ମଧୁମେହ ରୋଗୀ ଜଲେବୀରେ ଚିନି ବଦଳରେ ଗୁଡ ବି ବ୍ୟବହାର କରି ଖାଇପାରିବେ । ତେବେ ଆସନ୍ତୁ ଜାଣିବା କେମିତି କରିବେ ପ୍ରସ୍ତୁତି।