Buddha Purnima: ବୌଦ୍ଧ ଧର୍ମାବଲମ୍ବୀଙ୍କ ପବିତ୍ର ଦିନ, ଜାଣନ୍ତୁ କଣ ରହିଛି ବିଶେଷତ୍ତ୍ବ ?
କଟକ: ଆଜି ପବିତ୍ର ବୁଦ୍ଧ ପୂର୍ଣ୍ଣିମା । ତେବେ ଆଜି ଦିନର କଣ ରହିଛି ବିଶେଷତ୍ବ ? କିପରି ବୁଦ୍ଧ ଜୟନ୍ତୀ ପାଳନ କରାଯାଏ ? କେଉଁ ରୀତିନୀତିରେ ଏହାକୁ ପାଳନ କରାଯାଏ ? ସେହିପରି କାହିଁକି ଚନ୍ଦନ ଯାତ୍ରା ପାଳନ କରାଯାଏ ? ଚନ୍ଦନ ଯାତ୍ରା ପାଳନର କଣ ରହିଛି ପରମ୍ପରା ! ଶୁଣନ୍ତୁ ଏନେଇ କଣ କହୁଛନ୍ତି ପଣ୍ଡିତ ହିମାଂଶୁ ଭୂଷଣ ରଥ ଶର୍ମା । କଟକରୁ ନାରାୟଣ ସାହୁ, ଇଟିଭି ଭାରତ