ଓଡିଶା

odisha

ETV Bharat / videos

ଏକ ଘଣ୍ଟାର ଅପରେସନ ପରେ ଉଦ୍ଧାର ହେଲେ ଗଜରାଜ

By

Published : Jun 17, 2021, 11:59 AM IST

ଥିରୁଅନନ୍ତପୁରମ: କୂଅରେ ପଡିଲା ହାତୀ । ପ୍ରାୟ ଏକ ଘଣ୍ଟାର ଅପରେସନ ପରେ ସୁରକ୍ଷିତ ଭାବେ ଉଦ୍ଧାର ହେଲେ ଗଜରାଜ । ଏପରି ଘଟଣା ଦେଖିବାକୁ ମିଳିଛି କେରଳର ଏରନାକୁଲମ ଜିଲ୍ଲାରେ । ଦେଖନ୍ତୁ ହାତୀକୁ ଉଦ୍ଧାର ସମୟର ଦୃଶ୍ୟ...

ABOUT THE AUTHOR

...view details