କେଦାରନାଥରେ ଭୂସ୍ଖଳନ, 36 ଘଣ୍ଟା ପାଇଁ ରାଜପଥ ବନ୍ଦ - ଭୁସ୍ଖଳ ହେତୁ ବନ୍ଦ ହେଲା କେଦାରନାଥ ଯାତ୍ରା
🎬 Watch Now: Feature Video
ଡେରାଡୁନ: ମୌସୁମୀର ଆଗମନ ପରେ ଉତ୍ତରାଖଣ୍ଡରେ ଜାରି ରହିଛି ବର୍ଷା । ରୁଦ୍ରପ୍ରୟାଗରେ ଜିଲ୍ଲାରେ ପ୍ରବଳ ବର୍ଷା ଯୋଗୁଁ ଭୂସ୍ଖଳନ ହୋଇଛି । ଫଳରେ ରାସ୍ତାରେ ବନ୍ଦ ହୋଇଯିବାରୁ ଗୁରୁବାର କେଦାରନାଥ ଯାତ୍ରା ବନ୍ଦ ରହିଥିଲା । ଭୂସ୍ଖଳନ ଯୋଗଁ ରାସ୍ତା ବନ୍ଦ ରହିବାରୁ ଯାତ୍ରୀ ମାନେ ଅଟକି ରହିଥିଲେ, ରାସ୍ତା ସଫା ହେବା ପରେ ପୁଣି ଆଜିଠାରୁ ଆରମ୍ଭ ହୋଇଛି କେଦାରନାଥ ଯାତ୍ରା । ବର୍ଷା ଓ ଭୂସ୍ଖଳନ ହେତୁ ସିରୋହାଗଡରେ ବଦ୍ରିନାଥ ରାଜପଥ ଦୁଇ ଦିନ ପାଇଁ ବନ୍ଦ ରହିଛି।