ଓଡିଶା

odisha

ETV Bharat / videos

ଆନ୍ତର୍ଜାତୀୟ ପର୍ବତ ଦିବସ: ପାହାଡ ଚଢି ସୁସ୍ଥତାର ବାର୍ତ୍ତା ଦେଲେ ଯୁବପିଢି

By

Published : Dec 11, 2019, 11:47 PM IST

ଯାଜପୁର: ଆଜି ପାଳିତ ହୋଇଯାଇଛି ଅନ୍ତର୍ଜାତୀୟ ପର୍ବତ ଦିବସ । ଏହି ଅବସରରେ ଯାଜପୁରର କିଛି ଯୁବପିଢି ପାହାଡ ଚଢି ସୁସ୍ଥ ରହିବାକୁ ବାର୍ତ୍ତା ପ୍ରଦାନ କରିଛନ୍ତି । ଜିଲ୍ଲାର ସର୍ବକନିଷ୍ଠ ଏଭେରେଷ୍ଟ ଆରୋହିଣୀ ସ୍ବର୍ଣ୍ଣଲତା ଦଳେଇଙ୍କ ନେତୃତ୍ବରେ ଜିଲ୍ଲା ଓ ଜିଲ୍ଲା ବାହାରର ଅନେକ ଯୁବପିଢି ସୁକିନ୍ଦା ବ୍ଲକ ଅଶୋକଝର ପାହାଡ ଚଢିଥିଲେ । ଏହି ଅବସରରେ ରାଜ୍ୟର 40ଜଣ ପର୍ବତାରୋହୀ ପାହାଡ ଚଢିଥିଲେ।

ABOUT THE AUTHOR

...view details