ଓଡିଶା

odisha

ETV Bharat / videos

Har Ghar Tiranga: 17 ହଜାର ଫୁଟ ଉଚ୍ଚରେ ତ୍ରିରଙ୍ଗା ଉଡାଇଲେ ITBP ମହିଳା ସେନା

By

Published : Aug 9, 2022, 1:07 PM IST

ଡେରାଡୁନ: ଚଳିତ ବର୍ଷ 75 ବର୍ଷ ସ୍ବାଧୀନତା ଦିବସ ପାଳିବ ଦେଶ । ଏହି ଅବସରରେ ଆଜାଦୀ କା ଅମୃତ ମହୋତ୍ସବ ପାଳନ କରାଯାଉଛି । ହର ଘର ତ୍ରିରଙ୍ଗା ଅଭିଯାନରେ ଜାରି ରହିଛି । ଭାରତୀୟ ତିବେତାନ ସୀମା ପୋଲିସର (Indo-Tibetan Border Police) ମହିଳା ସେନା ଉତ୍ତରାଖଣ୍ଡରେ 17 ହଜାର ଫୁଟ ଉଚ୍ଚରେ ଭାରତ ମାତା କି ଜୟ ହୋ ନାରା ଦେଇ ତ୍ରିରଙ୍ଗା ପତାକା ଉଡାଇଛନ୍ତି ।

ABOUT THE AUTHOR

...view details