ଓଡିଶା

odisha

By

Published : Jan 26, 2020, 9:56 AM IST

ETV Bharat / videos

17 ହଜାର ଫୁଟ ଉଚ୍ଚରେ ଆଇଟିବିପି ଯବାନଙ୍କ ପତାକା ଉତ୍ତୋଳନ

ନୂଆଦିଲ୍ଲୀ: ଦେଶ ପାଳୁଛି 71 ତମ ସାଧାରଣତନ୍ତ୍ର ଦିବସ। ଏନେଇ ଚାରିଆଡେ ଉତ୍ସବର ମାହୋଲ। ତେବେ ଏହି ଦିବସକୁ ମଧ୍ୟ 17000 ଫୁଟ ଉଚ୍ଚ ବରଫ ଉପରେ ଆଇଟିବିପି ଯବାନ ପାଳନ କରିଛନ୍ତି। ବର୍ତ୍ତମାନ ସମୟରେ ଲଦାଖର ତାପମାତ୍ରା ମାଇନସ 20 ଡିଗ୍ରୀ ସେଲସିୟସ ରହିଛି । ଏହି ହାଡ ଭଙ୍ଗା ଥଣ୍ଡାରେ ଦେଶ ମାତୃକାର ସେବାରେ ଏହି ଯବାନ ମାନେ ନିଜର କର୍ତ୍ତବ୍ୟ କରିବା ସହ ମୁହଁରେ ଗାଉଛନ୍ତି 'ଭାରତ ମାତା କୀ ଜୟ' ଓ 'ବନ୍ଦେ ମାତରମ'।

ABOUT THE AUTHOR

...view details