ଓଡିଶା

odisha

ETV Bharat / videos

ଆଇପିଏଲ 2020 ଏଲିମିନେଟର: ଆରସିବି-ହାଇଦ୍ରାବାଦ ମୁହାଁମୁହିଁ

By

Published : Nov 6, 2020, 6:41 PM IST

ଆବୁଧାବି: ଆଇପିଏଲ 13ର ପ୍ରଥମ କ୍ବାଲିଫାୟର ପରେ ସମସ୍ତଙ୍କ ନଜର ରହିଛି ଏଲିମିନେଟର ମୁକାବିଲା ଉପରେ । ଆଜିର ଏହି ମୁକାବିଲାରେ ଯେଉଁ ଦଳ ହାରିବ , ସେହି ଦଳର ଏହା ଅନ୍ତିମ ମ୍ୟାଚ ରହିବ । ଆଉ ଯେଉଁ ଦଳ ଜିତିବ, ସେହି ଦଳ କ୍ବାଲିଫାୟର2ରେ ପ୍ରଥମ କ୍ବାଲିଫାୟରରେ ପରାଜିତ ଦଳ ସହ ମୁହାଁମୁହିଁ ହେବ । ତେବେ ଓ୍ବାର୍ଣ୍ଣରଙ୍କ ସନରାଇଜର୍ସ ହାଇଦ୍ରାବାଦ ଟିମ ଓ କୋହଲିଙ୍କ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଦଳ ମଧ୍ୟରେ ଦର୍ଶକ ଦେଖିବାକୁ ପାଇବେ କଡା ମୁକାବିଲା ।

ABOUT THE AUTHOR

...view details