ଓଡିଶା

odisha

ETV Bharat / videos

International Yoga Day: ଯମୁନା ଜଳରେ ଯୋଗ କରୁଛି କୁନି ପୁଅ - ଅନ୍ତର୍ଜାତୀୟ ଯୋଗ ଦିବସ

By

Published : Jun 21, 2022, 10:51 AM IST

ଲକ୍ଷ୍ନୌ: ଯୋଗ ଦିବସରେ କୁନି ପୁଅର ଚମତ୍କାର ଯୋଗାଭ୍ୟାସ । ଯମୁନା ନଦୀର ପାଣିରେ ଯୋଗ କରୁଛି ୮ ବର୍ଷର ଯୋଗ ସାଧକ । ଭାସମାନ ଅବସ୍ଥାରେ ପିଲାଟି ସୂର୍ଯ୍ୟ ନମସ୍କାର, ପଦ୍ମାସନ ଭଳି ନାନା ଯୋଗାଭ୍ୟାସ କରିଛି । ଆଜି ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଦେଶରୁ ବିଦେଶ ଯାଏଁ ସଭିଁଏ ଯୋଗ କରୁଥିବାବେଳେ କୁନି ପିଲାଟିର ଏଭଳି ଜଳରେ ଯୋଗ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଉତ୍ତରପ୍ରଦେଶ ପ୍ରୟାଗରାଜରୁ ସାମ୍ନାକୁ ଆସିଛି ଏହି ଦୃଶ୍ୟ । ପାଣିରେ ଯୋଗ କରୁଥିବା କୁନି ଯୋଗ ସାଧକ ହେଉଛନ୍ତି ପ୍ରୟାଗରାଜର ଆକାର ସାହୁ ।

ABOUT THE AUTHOR

...view details