ଓଡିଶା

odisha

By

Published : Jun 21, 2022, 10:51 AM IST

ETV Bharat / videos

ଭାରତବାସୀଙ୍କୁ ଗର୍ବିତ କରିଛି ଯୋଗ: ରାଜ୍ୟ ବିଜେପି ସଭାପତି

ଭୁବନେଶ୍ବର: ସାରା ବିଶ୍ବରେ ଆଜି ପାଳନ କରାଯାଉଛି ଯୋଗ ଦିବସ । ଏହି କ୍ରମରେ ପୁରୁଣା ଭୁବନେଶ୍ୱର ମୂଳା ପଡିଆରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରିଛି ରାଜ୍ୟ ବିଜେପି । ଏହି ଅବସରରେ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ସାମିଲ ହୋଇ ଯୋଗ କରିଛନ୍ତି ଏବଂ ଯୋଗକୁ ନିତିଦିନିଆ ଅଭ୍ୟାସ କରିବା ପାଇଁ କହିଛନ୍ତି । ଏଥିସହ ଆୟୋଜିତ କାର୍ଯ୍ୟକ୍ରମରେ ଅନେକ ଦଳୀୟ କର୍ମୀ, ପ୍ରାତଃ ଭ୍ରମଣକାରୀ, ଛାତ୍ରଛାତ୍ରୀ ଭାଗ ନେଇ ଯୋଗ ଅଭ୍ୟାସ କରିଛନ୍ତି । ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details