ଓଡିଶା

odisha

ETV Bharat / videos

ଆଦର୍ଶ କ୍ରୀଡାବୀତଙ୍କୁ ହରାଇଲି: ଦୂତି ଚାନ୍ଦ

By

Published : Jun 19, 2021, 6:09 PM IST

ଭୁବନେଶ୍ବର: ଆରପାରିରେ କିମ୍ବଦନ୍ତୀ ଭାରତୀୟ ଆଥଲେଟ ମିଲଖା ସିଂହ । 91 ବର୍ଷ ବୟସରେ ଚଣ୍ଡିଗଡର ପିଜିଆଇ ହସ୍ପିଟାଲରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ମହାନ ଧାବକ ମିଲଖା । ତାଙ୍କ ବିୟୋଗରେ କେବଳ ଖେଳ ଦୁନିଆଁ ନୁହେଁ, ସାରା ଦେଶ ପାଇଁ ଗୋଟେ ବଡ କ୍ଷତି । ତାଙ୍କର ଦେହାନ୍ତରେ ଖେଳ ଜଗତରେ ଶୋକର ଛାୟା ଖେଳି ଯାଇଛି । ଏନେଇ ଅନ୍ତର୍ଜାତୀୟ ଧାବିକା ଦୂତି ଚାନ୍ଦ ଦୁଃଖ ପ୍ରକାଶ କରିବା ସହ ମିଲଖା ସିଂଙ୍କ ସଂଘର୍ଷ ଜୀବନି ବଖାଣି ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ABOUT THE AUTHOR

...view details