ଓଡିଶା

odisha

ETV Bharat / videos

Ind vs SA 2nd T20: ବାରବାଟୀରେ ବେଲ୍‌ ବଜାଇ ମ୍ୟାଚ୍‌ ଶୁଭାରମ୍ଭ କଲେ ନବୀନ - ବେଲ୍‌ ବଜାଇ ମ୍ୟାଚ ଶୁଭାରମ୍ଭ କଲେ ନବୀନ

By

Published : Jun 12, 2022, 7:45 PM IST

କଟକ: ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଛି ଦ୍ବିତୀୟ ଟି୨୦ ମ୍ୟାଚ୍‌ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବେଲ୍‌ ବଜାଇ ମ୍ୟାଚର ଶୁଭାରମ୍ଭ କରିଛନ୍ତି । ଟସ୍‌ ହାରି ଇଣ୍ଡିଆ ପ୍ରଥମ ବ୍ୟାଟିଂ କରୁଥିବା ବେଳେ ନବୀନ ଷ୍ଟାଡିୟମରେ ବସି ଖେଳକୁ ଉପଭୋଗ କରୁଛନ୍ତି । BCCI ସଭାପତି ସୌରଭ ଗାଙ୍ଗୁଲିଙ୍କ ସହ ନବୀନ ଷ୍ଟାଡିୟମରେ ସାଜିଛନ୍ତି ଦର୍ଶକ ।

ABOUT THE AUTHOR

...view details