ଓଡିଶା

odisha

ETV Bharat / videos

ଷଷ୍ଠୀରେ କାହିଁକି ବେଲ ବୃକ୍ଷ ମୂଳେ ପୂଜା କରାଯାଏ, ଜାଣନ୍ତୁ ତାର ମହତ୍ୱ - Durga puja Sasthi of bel tree worship

By

Published : Oct 1, 2022, 10:16 PM IST

କଟକ: ଆଜି ମହାମାୟାଙ୍କ ପବିତ୍ର ଷଷ୍ଠୀ । ସହରର ଅନେକ ମଣ୍ଡପରେ ମା'ଙ୍କର ଷଷ୍ଠୀ ପୂଜା କରାଯାଇଛି । ଷଷ୍ଠୀରେ ବେଲ ବୃକ୍ଷ ମୂଳେ ପୂଜା କରାଯିବାର ପରମ୍ପରା ରହିଛି । ତେବେ କାହିଁକି ବେଲ ବୃକ୍ଷ ମୂଳେ ପୂଜା କରାଯାଏ ? କଣ ଏହି ପୂଜାର ରୀତିନୀତି ? କାହିଁକି ଯୁଗ୍ମ ବେଲ ରଖି ପୂଜା କରାଯାଏ ? ଏହି ପୂଜାର ବିଶେଷତ୍ୱ କଣ ? ଶୁଣନ୍ତୁ କଣ କହୁଛନ୍ତି ପୂଜକ ପଣ୍ଡିତ ହିମାଂଶୁ ଭୂଷଣ ରଥ ଶର୍ମା....

ABOUT THE AUTHOR

...view details