ଓଡିଶା

odisha

ETV Bharat / videos

ହନୁମାନ ଜୟନ୍ତୀ ନେଇ ବିଶାଳ ଶୋଭାଯାତ୍ରା - କଳାହାଣ୍ଡି ହନୁମାନ ଜୟନ୍ତୀ

By

Published : Apr 16, 2022, 10:51 PM IST

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଜୟପାଟଣା ଠାରେ ହନୁମାନ ଜୟନ୍ତୀକୁ ନେଇ ଏକ ବିଶାଳ ବାଇକ ଶୋଭାଯାତ୍ରାରେ ଆୟୋଜିତ ହୋଇଥିଲା । ସ୍ଥାନୀୟ ଯୁବକ ସଙ୍ଘ ପକ୍ଷରୁ ବଡ଼କୁଟୁରୁ ଠାରୁ ଏକ ବିଶାଳ ବାଇକ ଶୋଭାଯାତ୍ରାରେ ବାହାରି ଜୟପାଟଣା ହନୁମାନ ମନ୍ଦିରରେ ପହଞ୍ଚିଥିଲେ । ଏହାସହ ମନ୍ଦିର କମିଟି ପକ୍ଷରୁ ଅନୁଷ୍ଠିତ ହୋଇଛି ଭଜନ ସନ୍ଧ୍ୟା କାର୍ଯ୍ୟକ୍ରମ ।

ABOUT THE AUTHOR

...view details