ଓଡିଶା

odisha

ETV Bharat / videos

Good Video: ଇଫତାର ପାର୍ଟିରେ ଏକାଠି ବସି ଭୋଜନ କଲେ ହିନ୍ଦୁ-ମୁସଲିମ୍ - ବାହାଦୁରଗଞ୍ଜରେ ହିନ୍ଦୁ ଏବଂ ମୁସଲିମ ଏକାଠି

By

Published : Apr 19, 2022, 8:19 AM IST

ଲକ୍ଷ୍ନୌ: ଗୋଟିଏ ପଟେ ଅଜାନ ବନାମ ହନୁମାନ ଚାଳିଶା ବିବାଦ ଲାଗି ରହିଛି । ଅନ୍ୟପଟେ ହିନ୍ଦୁ ଓ ମୁସଲିମ ମଧ୍ୟରେ ରମଜାନ ମାସରେ ଭାଇଚାରାର ବାର୍ତ୍ତା ବାଣ୍ଟିଛନ୍ତି । ଗତକାଲି ଉତ୍ତରପ୍ରଦେଶର ବାହାଦୁରଗଞ୍ଜରେ ରମଜାନ ମାସର ଇଫତାର ପାର୍ଟିରେ ହିନ୍ଦୁ ଓ ମୁସଲିମ ଏକାଠି ବସି ଭୋଜନ କରୁଥିବାର ଦେଖିବାକୁ ମିଳିଥିଲା । ପ୍ରତିବର୍ଷ ଏଠାରେ ଇଫତାର ପାର୍ଟିରେ ବହୁ ମାତ୍ରାରେ ହିନ୍ଦୁମାନେ ମୁସଲମାନଙ୍କ ସହ ସାମିଲ ହୋଇଥାନ୍ତି ଓ ଏକାଠି ମିଶି ଭୋଜନ ମଧ୍ୟ କରିଥାଆନ୍ତି । ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details