ଓଡିଶା

odisha

ETV Bharat / videos

ହାଇଦ୍ରାବାଦରେ ପୋଲିସ ଉପରକୁ ଶ୍ରମିକଙ୍କ ଆକ୍ରମଣ - ଦାଦନ ଶ୍ରମିକ ମାନେ ପୋଲିସକୁ କଲେ ଆକ୍ରମଣ

By

Published : Apr 29, 2020, 5:03 PM IST

ହାଇଦ୍ରାବାଦ: ଦାଦନ ଶ୍ରମିକ ମାନେ ପୋଲିସକୁ କଲେ ଆକ୍ରମଣ । ମହାମାରୀ କୋରୋନାକୁ ନେଇ ସାରା ଦେଶରେ ଲକଡାଉନ ଚାଲିଥିବା ବେଳେ ହାଇଦ୍ରାବାଦର ସାଙ୍ଗାରେଡ୍ଡୀ ଜିଲ୍ଲାରେ ଲକଡାଉନରେ ଫସି ରହିଥିବା ଦାଦନ ଶ୍ରମିକ ମାନେ କାର୍ଯ୍ୟ କରିବା ପାଇଁ ବାହାରିବେ ବେଳେ ଅଟକାଇବା ଯୋଗୁଁ ପଥର ଓ ବାଡିରେ ପୋଲିସ ଉପରେ ଆକ୍ରମଣ କରିଛନ୍ତି । ଯେଉଁ ଶ୍ରମିକମାନେ ମାସ ମାସ ଧରି କାମ ଏବଂ ଆୟ ବିନା ରହିଆସିଛନ୍ତି ସେମାନେ ଧୌର୍ଯ୍ୟହରା ହୋଇପଡିଛନ୍ତି | ତେଣୁ ସେମାନେ ନିଜ ନିଜ ସ୍ଥାନକୁ ଯିବାକୁ ଚେଷ୍ଟା କରୁଛନ୍ତି | ଘଟଣାସ୍ଥଳରେ ଏସପି ଚନ୍ଦ୍ରଶେଖର ରେଡ୍ଡୀ ପହଞ୍ଚି ପରିସ୍ଥିତିର ସମୀକ୍ଷା କରୁଛନ୍ତି । ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details