ଓଡିଶା

odisha

ETV Bharat / videos

ନିଦାଘରେ ବରଫପାତର ମଜା ନେଉଛନ୍ତି ମନାଲୀ ପର୍ଯ୍ୟଟକ - road closed dure to heavy snowfall in kullu

By

Published : Mar 14, 2020, 1:24 PM IST

ଗ୍ରୀଷ୍ମରେ ରୋହତଙ୍ଗ ପାସ ମନାଲିର ପ୍ରିୟ ପର୍ଯ୍ୟଟନ ସ୍ଥଳୀ। ଏହା କେବଳ ଦେଶରେ ନୁହେଁ ବରଂ ବିଶ୍ବରେ ମଧ୍ୟ ପର୍ଯ୍ୟଟକଙ୍କ ପାଇଁ ଏକ ମନୋରମ ସ୍ଥାନ। ବର୍ତ୍ତମାନ ଏଠାରେ 3 ଫୁଟ ଉଚ୍ଚର ବରଫ ଜମା ହେବା ଫଳରେ ଲାହଲ ହାଟିରେ ଜନଜୀବନ ପ୍ରଭାବିତ ହେଉଛି। ବରଫପାତ ଯୋଗୁଁ କୁଲୁ-ମନାଲୀର ସମସ୍ତ ଉଚ୍ଚ ପର୍ବତ ଅଧିକ ଆକର୍ଷଣୀୟ ହେବା ସହ ତାପମାତ୍ରା ହ୍ରାସ ପାଇଛି। ପର୍ଯ୍ୟଟନ ସହର ମନାଲୀ ଏବଂ ଲାହଲରେ ପୁଣି ଥରେ ଥଣ୍ଡା ଅନୁଭୂତ ହେବା ସହ ଏହାର ଗତିପଥ ବଦଳାଇ ଦେଇଛି।

ABOUT THE AUTHOR

...view details