ଓଡିଶା

odisha

କାଳବୈଶାଖୀ ବର୍ଷାରେ ବେହାଲ ରାଜଧାନୀ

By

Published : May 21, 2021, 6:04 PM IST

ଭୁବନେଶ୍ବର: ଅସହ୍ୟ ଗରମରୁ ରାଜଧାନୀବାସୀଙ୍କୁ ମିଳିଲା ଆଶ୍ବସ୍ତି । କାଳବୈଶାଖୀ ବର୍ଷାରେ ବେହାଲ ରାଜଧାନୀ ଭୁବନେଶ୍ବର। ମୂଷଳ ଧାରା ବର୍ଷା ପ୍ରଭାଵରେ ରାଜଧାନୀର ରାଜରାସ୍ତାରେ ଆଣ୍ଠୁଏ ପାଣି। ଏପଟେ ଅସହ୍ୟ ଗରମରୁ ବର୍ଷା କାରଣରୁ ଲୋକଙ୍କୁ ଆସ୍ବସ୍ତି ମିଳିଛି ।

ABOUT THE AUTHOR

...view details