ଓଡିଶା

odisha

ଉଡୁପ୍ପିରେ ପ୍ରବଳ ବର୍ଷା: ସମ୍ପୂର୍ଣ୍ଣ ଗାଁରେ ପଶିଲା ବନ୍ୟାପାଣି, ଦେଖନ୍ତୁ ଭିଡିଓ...

By

Published : Sep 20, 2020, 8:28 PM IST

Updated : Sep 20, 2020, 8:35 PM IST

ବେଙ୍ଗାଲୁରୁ: ସାରା ଦେଶରେ ବିଭିନ୍ନ ଅଞ୍ଚଳରେ ବର୍ଷାର ତାଣ୍ଡବ ଜାରି ରହିଛି । କର୍ଣ୍ଣାଟକର ଉଡୁପ୍ପି ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁଁ ବନ୍ୟାର କରାଳରୂପ ଦେଖବାକୁ ମିଳିଛି । ବନ୍ୟା ପାଣିରେ ଉବୁଟୁବୁ ହେଉଛି ସମ୍ପୂର୍ଣ୍ଣ ଗ୍ରାମ । ଗ୍ରାମର ରାସ୍ତାଘାଟରେ ନଦୀର ସୁଅ ଚାଲୁଥିବାବେଳେ ଲୋକଙ୍କ ଘରେ ପଶିଯାଇଛି ବନ୍ୟାଜଳ । ବର୍ତ୍ତମାନ ସମସ୍ତ ଲୋକ ଜଳବନ୍ଦୀ ହୋଇରହିଛନ୍ତି । ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ
Last Updated : Sep 20, 2020, 8:35 PM IST

For All Latest Updates

ABOUT THE AUTHOR

...view details