ଓଡିଶା

odisha

ETV Bharat / videos

ଅସହ୍ୟ ଗୁଳୁଗୁଳିରେ ଛଟପଟ ଝାରସୁଗୁଡ଼ାବାସୀ

By

Published : Jun 12, 2022, 2:36 PM IST

ଝାରସୁଗୁଡା: ତତଲା କଡେଇରେ ଭାଜି ହେଉଛି ସାରା ଓଡିଶା । ଜୁନ ମାସର ଅଧା ସରିବାକୁ ବସିଥିଲେ ସୁଦ୍ଧା ଗରମ କମିବାର ନାଁ ନେଉନାହିଁ । ଗରମ ସାଙ୍ଗକୁ ଗୁଳୁଗୁଳିରେ ଛଟପଟ ହେଉଛନ୍ତି ଝାରସୁଗୁଡ଼ାବାସୀ । ସକାଳ ୮ଟା ବାଜିଲେ ଟାଣ ଖରା ଆରମ୍ଭ ହୋଇ ଯାଉଛି । ଅସମ୍ଭାଳ ଖରା ସାଙ୍ଗକୁ ଅଘୋଷିତ ବିଦ୍ୟୁତ କାଟ ଜନଜୀବନ ଅସବ୍ୟସ୍ତ କରୁଛି । ଲୋକେ ଚାତକ ପରି ଅସରାଏ ବର୍ଷାକୁ ଚାହିଁ ବସିଛନ୍ତି । ଏନେଇ ସ୍ଥାନୀୟବାସିନ୍ଦାଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ ଝାରସୁଗୁଡା ପ୍ରତିନିଧି ଗୁରୁଚରଣ ବାଘ ।

ABOUT THE AUTHOR

...view details