ଓଡିଶା

odisha

ETV Bharat / videos

gyanvapi Survey: ଭାଇରାଲ ହେଉଛି ନୂଆ ଭିଡିଓ, ମସଜିଦ ଭିତରର ହୋଇଥିବା ଚର୍ଚ୍ଚା - ଜ୍ଞାନବ୍ୟାପୀ ସର୍ଭେର ନୂଆ ଭିଡିଓ

By

Published : May 31, 2022, 11:02 PM IST

ଲକ୍ଷ୍ନୌ: ଜ୍ଞାନବ୍ୟାପୀ ମସଜିଦ ବିବାଦରେ ସାମ୍ନାକୁ ଆସିଲା ନୂଆ ଭାଇରାଲ ଭିଡିଓ । ଏକ ନିର୍ଦ୍ଦିଷ୍ଟ ପକ୍ଷ ଜାରି କରିଛି ଭିଡିଓ । ଜ୍ଞାନବ୍ୟାପୀ ମସଜିଦରେ ଏକ ବକ୍ର ପାଇପ ସଦୃଶ ଏକ କୁଣ୍ଡଳୀ ଠାବ ହୋଇଛି । ଏହି ବକ୍ରାକାର ପାଇପ ହିନ୍ଦୁ ପକ୍ଷ ଦାବି କରୁଥିବା ଶିବଲିଙ୍ଗ, ଯାହାକୁ ମୁସଲିମ ପକ୍ଷ ଫାଉଣ୍ଟେନ ବୋଲି କହୁଛି ସେଥିରେ ବ୍ୟବହାର କରାଯାଉଥିବା କୁହାଯାଉଛି । ଏହା ଏକ ଭାଇରାଲ ଭିଡିଓ ହୋଇଥିବା ବେଳେ ସତ୍ୟତା ନେଇ କିଛି ସ୍ପଷ୍ଟ ହୋଇପାରିନାହିଁ । ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details