ଓଡିଶା

odisha

By

Published : Oct 4, 2022, 3:19 PM IST

ETV Bharat / videos

ଗୁଜରାଟରେ ଦେବୀ ମା ଦୁର୍ଗାଙ୍କ ମହାଆଳତୀ, ଭିଡିଓ ଭାଇରାଲ

ଗାନ୍ଧୀନଗର: ଶାରଦୀୟ ପୂଜାକୁ ନେଇ ସାରା ଦେଶ ଚଳଚଞ୍ଚଳ ହୋଇ ଉଠିଛି । ଦୀର୍ଘ ଦୁଇ ବର୍ଷର କୋରୋନା କଟକଣା ପରେ ମାଙ୍କୁ ଦର୍ଶନ କରିବାକୁ ଶ୍ରଦ୍ଧାଳୁ ଓ ଭକ୍ତ ମାନେ ବେଶ ଉତ୍ସାହିତ ଥିବା ଦେଖାଦେଇଛି । ସକାଳୁ ସୂର୍ଯ୍ୟ ଦେବତାଙ୍କ ପୂଜାର୍ଚ୍ଚନା କରାଯାଇ ସହରର ବିଭିନ୍ନ ପୂଜା ମଣ୍ଡପରେ ମହାଅଷ୍ଟମୀ ପୂଜା ଅନୁଷ୍ଠିତ ହୋଇଯାଇଛି । ମହାଅଷ୍ଟମୀ ପୂଜା ଅବସରରେ ପୂଜା ମଣ୍ଡପ ଗୁଡିକରେ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି । ଗୁଜୁରାଟରେ ମହାଅଷ୍ଟମୀରେ ମା'ଙ୍କ ନିକଟରେ ମହାଆଳତୀ କରିଛନ୍ତି ଶ୍ରଦ୍ଧାଳୁ ।

ABOUT THE AUTHOR

...view details