ଓଡିଶା

odisha

By

Published : Sep 3, 2022, 10:10 PM IST

ETV Bharat / videos

ଆଙ୍କୁଲିରେ ଅଗ୍ରପୂଜ୍ୟଙ୍କୁ ଦର୍ଶନ କଲେ ଗୋପାଳପୁର ବିଧାୟକ

ବ୍ରହ୍ମପୁର: ନିଜ ନିର୍ବାଚନ ମଣ୍ଡଳୀର ଗୋଟିଏ ପରେ ଗୋଟିଏ କାର୍ଯ୍ୟକ୍ରମରେ ଯୋଗ ଦେଉଛନ୍ତି ଗୋପାଳପୁର ବିଧାୟକ ପ୍ରଦୀପ କୁମାର ପାଣିଗ୍ରାହୀ । ବ୍ରହ୍ମପୁର ସହରର ଆଙ୍କୁଲି ପଶ୍ଚିମେଶ୍ବର ମନ୍ଦିର ନିକଟରେ ଆୟୋଜିତ ହୋଇଥିବା ଗଣେଶ ପୂଜା ମଣ୍ଡପରେ ଅଗ୍ରପୂଜ୍ୟଙ୍କୁ ଦର୍ଶନ କରିଛନ୍ତି ଗୋପାଳପୁର ବିଧାୟକ । ଏହି ଅବସରରେ ବିଧାୟକ ଗଣମାଧ୍ୟମକୁ ନିଜର ପ୍ରତିକ୍ରିୟାରେ କହିଛନ୍ତି, "ବିରୋଧ ନଥିଲେ ଗଣତନ୍ତ୍ରରେ ମଜ୍ଜା ନାହିଁ ।" ମୁଁ ଏକୁଟିଆ ଅଛି ସମସ୍ତଙ୍କ ସହ ଲଢିବା ପାଇଁ ବୋଲି ବିଧାୟକ କହିଛନ୍ତି । ଇଟିଭି ଭାରତ, ବ୍ରହ୍ମପୁର

ABOUT THE AUTHOR

...view details