ଓଡିଶା

odisha

Good Friday: ଜୋସେଫ୍ କ୍ୟାଥେଡ୍ରଲ୍ ଚର୍ଚ୍ଚରେ ବଳିଦାନର ଦିବସ ପାଳିତ

By

Published : Apr 15, 2022, 2:04 PM IST

ଥିରୁଅନନ୍ତପୁରମ: ଆଜି ସାରା ବିଶ୍ବ ପାଳୁଛି ଯୀଶୁ ଖ୍ରୀଷ୍ଟଙ୍କ କୁଶବିଦ୍ଧ ଏବଂ ମହାପ୍ରୟାଣ ଦିବସ । ଏହି ଅବସରରେ ଭାରତର ବିଭିନ୍ନ ସ୍ଥାନରେ ସାମୁହିକ ଶୋଭାଯାତ୍ରା, ପ୍ରାର୍ଥନା ଆଦି ଆୟୋଜିତ ହୋଇଛି । ଦୀର୍ଘ ଦୁଇ ବର୍ଷରେ କଟକଣା ହ୍ରାସ ହେବା ପରେ ଚର୍ଚ୍ଚରେ ସମାଗମକୁ ଅନୁମତି ମିଳିଥିବାରୁ ଭକ୍ତଙ୍କ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହୋଇଛି । କେରଳର ଥିରୁଅନନ୍ତପୁରମ ସ୍ଥିତ ସେଣ୍ଟ ଜୋସେଫ୍ କ୍ୟାଥେଡ୍ରଲ୍ ଚର୍ଚ୍ଚରେ ଗୁଡ ଫ୍ରାଇଡେ ପାଳିତ ହୋଇଯାଇଛି। ଚର୍ଚ୍ଚର ପୋପ ଯୀଶୁଖ୍ରୀଷ୍ଟଙ୍କ କଣ୍ଟାକୁ ଧରି ଶୋଭାଯାତ୍ରାରେ ଯାଉଥିବା ଦେଖିବାକୁ ମିଳିଛି । @ANI

ABOUT THE AUTHOR

...view details