ପ୍ରସିଦ୍ଧ ମେରୁପର୍ବ ପାଳନ ନକରିବା ପାଇଁ ଜିଲ୍ଲାପାଳଙ୍କ କଟକଣା - coronavirus news
ବ୍ରହ୍ମପୁର: ରାତିପାହିଲେ ମହାବିଷୁବ ସଂକ୍ରାନ୍ତି । ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନରେ ପାଳନ ହୋଇଥାନ୍ତା ପ୍ରସିଦ୍ଧ ମେରୁପର୍ବ । କୋରୋନାକୁ ନେଇ ପୂର୍ବରୁ ଜିଲ୍ଲାର ସମସ୍ତ ପର୍ବପର୍ବାଣୀ ପାଳନ ଉପରେ କଟକଣା କରାଯାଇଥିବା ବେଳେ ଏହି ମେରୁ ପର୍ବକୁ ମଧ୍ୟ ନକରିବା ପାଇଁ ଗଞ୍ଜାମ ଜିଲ୍ଲାପାଳଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରିଛନ୍ତି । ଅଧିକ ପଢନ୍ତୁ । ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ ଇଟିଭି ଭାରତ