ଓଡିଶା

odisha

ETV Bharat / videos

ଏଡସ୍ ଠାରୁ ଦୂରେଇ ରହି ରକ୍ତଦାନ ପାଇଁ ଜିଲ୍ଲାପାଳଙ୍କ ଆହ୍ବାନ - ganjam collector's message

By

Published : Aug 12, 2021, 11:36 AM IST

ବ୍ରହ୍ମପୁର: ଯୁବ ଦିବସ ଅବସରରେ ଗଞ୍ଜାମ ଜିଲ୍ଲାପାଳଙ୍କ ବାର୍ତ୍ତା । ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ ଯୁବ ସମାଜକୁ ଏଡସ୍‌ଠାରୁ ଦୂରେଇ ରହିବାକୁ ଆହ୍ବାନ କରିଛନ୍ତି । ଏହା ସହିତ ଏଡସ୍‌ ରୋଗୀଙ୍କ ମଧ୍ୟରେ ଅନେକ ଟିବି ରୋଗରେ ଆକ୍ରାନ୍ତ ହୋଇଥିବାରୁ ସୋମାନଙ୍କୁ ସଠିକ୍ ଚିକିତ୍ସା ସହିତ ଖାଦ୍ୟଶୈଳୀରେ ପରିବର୍ତ୍ତନ କରିବା ପାଇଁ ଆହ୍ବାନ କରିଛନ୍ତି ଜିଲ୍ଲାପାଳ। ଚିକିତ୍ସାରେ ବିଳମ୍ବ ଯୋଗୁଁ ଅଧିକଙ୍କ କ୍ଷେତ୍ରରେ ଏହାର ଜଟିଳତା ଦେଖାଦେଇଥାଏ। ଏଣୁ ଏଥିପାଇଁ ଅଧିକ ସତର୍କ ରହି ଯୁବବର୍ଗ ରକ୍ତଦାନ ଭଳି ମହତ୍ତଦାନ କାର୍ଯ୍ୟକ୍ରମରେ ସାମିଲ ହେବାକୁ ଜିଲ୍ଲାପାଳ କହିଛନ୍ତି ।

ABOUT THE AUTHOR

...view details