ଓଡିଶା

odisha

ETV Bharat / videos

ନୂଆ ବର୍ଷରେ ଗଙ୍ଗାମାତାଙ୍କ ଆଳତୀ ପୂଜା, ଦେଖନ୍ତୁ ଭିଡିଓ - ଗଙ୍ଗାମାତାଙ୍କ ଆଳତୀ ପୂଜା

By

Published : Jan 1, 2020, 10:05 AM IST

ବାରଣାସୀ: ନୂତନ ବର୍ଷର ଆଗମନ ସମସ୍ତଙ୍କ ପାଇଁ ମଙ୍ଗଳମୟ ହେଉ। ସମସ୍ତେ ସୁଖରେ ରହିବା ସହ ସମୃଦ୍ଧିର ଶିଖର ଛୁଅଁନ୍ତି। ତେବେ ବର୍ଷର ଏହି ଶୁଭ ଦିନରେ ସମୂହ କଲ୍ୟାଣ ଉଦ୍ଦେଶ୍ୟରେ ଗଙ୍ଗାମାତାଙ୍କ ପାଖରେ ଚାଲିଛି ପୂଜାର୍ଚ୍ଚନା ସହ ଆଳତୀ କାର୍ଯ୍ୟକ୍ରମ। ଘଣ୍ଟ ଘଣ୍ଟାରେ ପ୍ରକମ୍ପିତ ହେଉଛି ସାରା ପରିବେଶ। ଦେଖନ୍ତୁ ଏହି ସୁନ୍ଦର ଭିଡିଓ ଯାହା ଆପଣଙ୍କ ମନରେ ଆଧ୍ୟାତ୍ମିକ ଭାବ ଜାଗ୍ରତ କରିବ।

ABOUT THE AUTHOR

...view details