ଓଡିଶା

odisha

ETV Bharat / videos

ମହାଭାରତର ହସ୍ତୀନାପୁର ରାଜ ପ୍ରାସାଦରେ ଗଜାନନ - ଭୁବନେଶ୍ବରରେ ରାଜ ପ୍ରାସାଦର ମଣ୍ଡପ

By

Published : Sep 5, 2022, 7:56 PM IST

ଭୁବନେଶ୍ବର: ମହାଭାରତର ହସ୍ତୀନାପୁର ରାଜ ପ୍ରାସାଦରରେ ବିରାଜିତ ରାଜାଧିରାଜ ଗଜାନନ । ଭୁବନେଶ୍ବର ଉପକଣ୍ଠ ରଣସିହପୁର ପଞ୍ଚାୟତର ସିଜୁଆ ଗ୍ରାମରେ ଏଭଳି ନିଆରା ବେଶରେ ପୂଜା ପାଉଛନ୍ତି ଗଣେଶ । ୧୭ ବର୍ଷ ଧରି ଏଭଳି ନିଆରା ଢଙ୍ଗରେ ଯୁବଜ୍ୟୋତି ଯୁବକ ସଂଘ ପକ୍ଷରୁ ଆୟୋଜନ କରାଯାଉଛି । ଇଟିଭି ଭାରତ, ଭୁବନେଶ୍ବର ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details