ଓଡିଶା

odisha

ବରଫଚାଦରରେ ସଜେଇ ହେଲାଣି ଭୂସ୍ବର୍ଗ

By

Published : Sep 27, 2020, 11:51 AM IST

ଶ୍ରୀନଗର: ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର କାଶ୍ମୀରରେ ଆରମ୍ଭ ହୋଇଛି ତୁଷାରପାତ । ଧିରେ ଧିରେ ଗୁଲମାର୍ଗ, ଜୋଜଲା ଓ ଏହାର ଆଖାପାଖ ଅଞ୍ଚଳରେ ହାଲକା ତୁଷାରପାତ ହୋଇଛି । ଯାହାକୁ କାଶ୍ମୀରର ସୌନ୍ଦର୍ଯ୍ୟରେ ଆହୁରି ଚାରଚାନ୍ଦ ଲଗାଇ ଦେଇଛି । ଆଉ ଏପଟେ ବରଫପାତର ମଜା ଉଠାଇବାରେ ଲାଗି ପଡିଲେଣି ସ୍ଥାନୀୟ ବାସିନ୍ଦା । ଦେଖନ୍ତୁ ତୁଷାରପାତ ସମୟର ସେହି ମନଲୋଭା ଦୃଶ୍ୟରାଜିକୁ । ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ABOUT THE AUTHOR

...view details