ଓଡିଶା

odisha

ETV Bharat / videos

ଜମ୍ମୁକାଶ୍ମୀର ଉପତ୍ୟକାରେ ତୁଷାରପାତ, ଦେଖନ୍ତୁ ଭିଡିଓ... - ଜମ୍ମୁକାଶ୍ମୀର ତୁଷାରପାତ

By

Published : Feb 3, 2021, 4:30 PM IST

ଶ୍ରୀନଗର: ବୁଧବାର ଜମ୍ମୁକାଶ୍ମୀରର ବିଭିନ୍ନ ଉପତ୍ୟକାରେ ତୁଷାରପାତ ହୋଇଛି । ଏହା ଆସନ୍ତା ଗୁରୁବାର ପର୍ଯ୍ୟନ୍ତ ଜାରି ରହିବ । ବରଫପାତ ଯୋଗୁଁ କାଶ୍ମୀରର ବିଭିନ୍ନ ଅଞ୍ଚଳରେ ବରଫାଛନ୍ନ ହୋଇଛି ଏବଂ ରାସ୍ତାଘାଟ ବଜାର ସବୁ ବନ୍ଦ ରହିଛି ଏ ନେଇ ଶ୍ରୀନଗର ପାଣିପାଗ ବିଭାଗ ପକ୍ଷରୁ ସୂଚନାପ୍ରଦାନ କରାଯାଇଛି ।

ABOUT THE AUTHOR

...view details