ଓଡିଶା

odisha

ETV Bharat / videos

ଲୁଙ୍ଗଲେଇ ଜଙ୍ଗଲରେ ନିଆଁ, ଭାରତୀୟ ବାୟୁସେନାର ସହାୟତା ଲୋଡିଲେ ମୁଖ୍ୟମନ୍ତ୍ରୀ - Forest fire in Mizoram's Lunglei district

By

Published : Apr 25, 2021, 7:44 PM IST

ଆଇଜୋଲ: ମିଜୋରାମର ଲୁଙ୍ଗଲେଇ ଜିଲ୍ଲାରେ ଥିବା ଜଙ୍ଗଲରେ ନିଆଁ । ଏହି ନିଆଁ ସହର ମଧ୍ୟକୁ ବ୍ୟାପିଥିଲା । ଯାହାକୁ ନେଇ ଭୟଭୀତ ହୋଇପଡିଥିଲେ ସହରବାସୀ । ନିଆଁଲିଭା କାର୍ଯ୍ୟ ପାଇଁ ମିଜୋରାମ ମୁଖ୍ୟମନ୍ତ୍ରୀ ଭାରତୀୟ ବାୟୁସେନାର ସାହାଯ୍ୟ ଲୋଡିଥିଲେ। ଭାରତୀୟ ବାୟୁସେନା ଏହି କାର୍ଯ୍ୟ ପାଇଁ ଯାତ୍ରା ଆରମ୍ଭ କରିଛି । ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ABOUT THE AUTHOR

...view details