ଓଡିଶା

odisha

ETV Bharat / videos

ଖୋର୍ଦ୍ଧା ବଲାଙ୍ଗୀର ଜାତୀୟ ରାଜପଥରେ ଉପରେ 3 ଫୁଟର ବନ୍ୟା ଜଳ - ଖୋର୍ଦ୍ଧାରେ ବନ୍ୟା ସ୍ଥିତି

By

Published : Aug 17, 2022, 10:30 AM IST

ଖୋର୍ଦ୍ଧା: ରାଜ୍ୟରେ ଲଗାଣ ବର୍ଷା ପାଇଁ ବିଭିନ୍ନ ସ୍ଥାନରେ ବନ୍ୟା ସ୍ଥିତି ଦେଖାଦେଇଛି । ଖୋର୍ଦ୍ଧା ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥର ବାଘମାରୀ ଓ ସାରୁଅ ରାସ୍ତା ମଝିରେ ତିନି ଫୁଟର ବନ୍ୟାଜଳ ପ୍ରବାହିତ ହେଉଛି । ବନ୍ୟା ଜଳ ସତ୍ତ୍ବେ ବିପଦସଙ୍କୁଳ ଅବସ୍ଥାରେ ଲୋକେ ଯାତାୟତ କରୁଛନ୍ତି । ପାଣି ବଢୁଛି ତେଣୁ ଆତଙ୍କିତ ଅବସ୍ଥାରେ ଲୋକ ଅଛନ୍ତି । ସେହିପରି ସିମୋର ବାଙ୍କୀକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି ।

ABOUT THE AUTHOR

...view details