ଓଡିଶା

odisha

ETV Bharat / videos

ଭଟ୍ଟାରିକା ମନ୍ଦିରରେ ପଶିଲା ମହାନଦୀର ବନ୍ୟାପାଣି - ଲଘୁଚାପଜନିତ ଲଗାଣ ବର୍ଷା

By

Published : Aug 14, 2022, 5:33 PM IST

କଟକ: ଲଘୁଚାପଜନିତ ଲଗାଣ ବର୍ଷାରେ ଫୁଲିବାରେ ଲାଗିଛି ରାଜ୍ୟର ବିଭିନ୍ନ ନଦୀ । ମହାନଦୀରେ ମଧ୍ୟ ଜଳସ୍ତର ବୃଦ୍ଧି ପାଇ ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଛି ବନ୍ୟା ପରିସ୍ଥିତି । ଫଳରେ ଭଟ୍ଟାରିକାରେ ପ୍ରବେଶ କରିଛି ବନ୍ୟାପାଣି । ଫଳରେ ମାଆଙ୍କର ଚଳନ୍ତି ପ୍ରତିମାକୁ ରତ୍ନଗିରି ପର୍ବତରେ ଥିବା ମାଙ୍କ ଅସ୍ଥାୟୀ ଗମ୍ଭୀରାକୁ ସ୍ଥାନାନ୍ତର କରାଯାଇଛି । ଅସ୍ଥାୟୀ ଗମ୍ଭୀରାରେ ରୀତିନୀତି ଅନୁସାରେ ମାଆଙ୍କର ପୂଜାର୍ଚ୍ଚନା ହେବ । ଇଟିଭି ଭାରତ, କଟକ

ABOUT THE AUTHOR

...view details