ଓଡିଶା

odisha

ETV Bharat / videos

ହୁ ହୁ ହୋଇ ଜଳିଲା ଗୋଦାମ, ଅଗ୍ନିକାଣ୍ତର କାରଣ ଅସ୍ପଷ୍ଟ - ଗୋଦାମ ଅଗ୍ନିକାଣ୍ତ

By

Published : Dec 20, 2020, 12:21 PM IST

ଗାନ୍ଧୀନଗର:ଗୁଜୁରାଟର ଭଲସାଦ ଜିଲ୍ଲାର ଭାପି ଅଞ୍ଚଳରେ ଥିବା ଏକ ଗୋଦାମରେ ଭୟାବହ ଅଗ୍ନିକାଣ୍ତ । ତେବେ, ଗୋଦାମରେ ଲାଗିଥିବା ନିଆଁ ଅନ୍ୟ ଗୋଦାମ ଗୁଡିକୁ ବ୍ୟାପି ଯାଇଥିଲା । ଘଟଣାସ୍ଥଳରେ ଦମକଳ ବାଦିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ଅଗ୍ନିକାଣ୍ତରେ କେହି ମୃତାହତ ହୋଇ ନ ଥିବା ବେଳେ କ୍ଷୟକ୍ଷତିର ସୂଚନା ମିଳିନାହିଁ ।

ABOUT THE AUTHOR

...view details