ଓଡିଶା

odisha

ETV Bharat / videos

ଅଦିନିଆ ବର୍ଷା ଯୋଗୁଁ ପରିବା ଚାଷ ନଷ୍ଟ, ଚାଷୀ ହତାଶ - ଅଦିନିଆ ବର୍ଷା ଯୋଗୁଁ ଚିନ୍ତାରେ କନ୍ଧମାଳ ଚାଷୀ

By

Published : Dec 5, 2021, 4:00 PM IST

ଫୁଲବାଣୀ: ଅଦିନିଆ ବର୍ଷା ଯୋଗୁଁ ଏବେ ପରିବା ଚାଷ ନଷ୍ଟ ହେବାକୁ ଲାଗିଛି । କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକର କୁଟିବାରି ଗାଁରେ ପରିବା ଚାଷୀର ଚାଷ ନଷ୍ଟ ହେବା ଯୋଗୁଁ ଏବେ ଚିନ୍ତାରେ ଚାଷୀ । ନିଜର ଅମଳ ପାଇଁ ଋଣ କରିଥିବା ଅର୍ଥକୁ ସୁଝିବା ପାଇଁ ଚାଷୀ ଏବେ ଚିନ୍ତାରେ ପଡିଛି। ଯାହାବି ବଞ୍ଚି ଯାଇଛି, କମ ଅର୍ଥରେ ବା ଶାଗ ମାଛ ଦରରେ ବେପାରୀଙ୍କୁ ଦେବା ପାଇଁ ବାଧ୍ୟ ହେଉଛନ୍ତି ଚାଷୀ । କନ୍ଧମାଳରୁ ସଞ୍ଜୟ ପାତ୍ର ,ଇଟିଭି ଭାରତ

ABOUT THE AUTHOR

...view details