Azadi ka Amrit Mahotsav: ୧୧୨ ବର୍ଷୀୟ ଫ୍ରିଡମ୍ ଫାଇଟରଙ୍କ ମୁହଁରୁ ଜାଣନ୍ତୁ ସ୍ୱାଧୀନତାର ସ୍ୱାଦ - ଆଜାଦୀ କା ଅମୃତ ମହୋତ୍ସବ ପାଳୁଛି ଦେଶ
ରାୟପୁର: ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଆଜାଦୀ କା ଅମୃତ ମହୋତ୍ସବ ପାଳୁଛି ସାରା ଦେଶ । ଏହି ସ୍ବାଧୀନତା ପଛରେ ସ୍ବାଧୀନତା ସଂଗ୍ରାମୀଙ୍କ ଗୁରୁତ୍ବପୂର୍ଣ୍ଣ ଅବଦାନ ରହିଛି । ସେଭଳି ଜଣେ ସ୍ବାଧୀନତା ସଂଗ୍ରାମୀ ହେଉଛନ୍ତି ଉତ୍ତର ପ୍ରଦେଶର ସ୍ବାମୀ ଲେଖ୍ରାମ । ଆଜି ବି ତାଙ୍କ ଭିତରେ ସ୍ବାଧୀନତା ପାଇଁ ଲଢ଼ିବା ଭଳି ଜୋଶ ଦେଖା ଦେଖାଯାଏ । ଏହି ୧୧୨ ବର୍ଷୀୟ ସ୍ବାଧୀନାତ ସଂଗ୍ରାମୀ ଛତିଶଗଡ଼ ଆସିଥିବା ବେଳେ ତାଙ୍କ ସହ ସ୍ବତନ୍ତ୍ର ଭାବରେ ଆଲୋଚନା କରିଛନ୍ତି ଆମ ରାୟପୁର ରିପୋର୍ଟର ।