ଓଡିଶା

odisha

ETV Bharat / videos

Digital Dialogue: ମୋ ସ୍ୱାମୀ ରାଜନେତା ନେତା ନଥିଲେ, ଜନନେତା ଥିଲେ: ଅଳକା ମହାନ୍ତି

By

Published : May 14, 2022, 7:23 PM IST

ଭୁବନେଶ୍ବର: ମୋର ସ୍ବାମୀ ସ୍ବର୍ଗତ କିଶୋର ମହାନ୍ତି ରାଜନେତା ନେତା ନଥିଲେ, ସେ ଥିଲେ ଜନନେତା । ମୁଁ ରାଜନୀତିକୁ ଆସିଛି ମୋ ସ୍ବର୍ଗତ ସ୍ବାମୀଙ୍କ ଅଧୁରା ସ୍ବପ୍ନ ପୁରା କରିବା ପାଇଁ । ବ୍ରଜରାଜନଗର ନିର୍ବାଚନ ମୋ ପାଇଁ ସମ୍ମାନର ପ୍ରଶ୍ନ ନୁହେଁ, ବ୍ରଜରାଜ ନଗର ଲୋକଙ୍କ ସମ୍ମାନର ପ୍ରଶ୍ନ । ମୁଖ୍ୟମନ୍ତ୍ରୀଙ୍କ ପ୍ରତି ମୁଁ କୃତଜ୍ଞ ତାଙ୍କ ଆଶୀର୍ବାଦ ମୋ ଉପରେ ଅଛି । ରାଜନୀତିରେ ଜନସେବା କରିବାକୁ ଆସିଛି, ଲମ୍ବା ଇନିଂସ ଖେଳିବାକୁ ଲକ୍ଷ୍ୟ ରଖିଛି । ଚଳିତ ସପ୍ତାହ ଇଟିଭି ଭାରତ ଡିଜିଟାଲ ଡାଏଲଗ କାର୍ଯ୍ୟକ୍ରମକୁ ସାକ୍ଷାତକାର ଦେଇ ଏହା କହିଛନ୍ତି ବ୍ରଜରାଜନଗର ଉପ-ନିର୍ବାଚନରେ ଶାସକ ବିଜେଡି ଦଳର ପ୍ରାର୍ଥିନୀ ତଥା ସ୍ବର୍ଗତ କିଶୋର ମହାନ୍ତିଙ୍କ ଧର୍ମପତ୍ନୀ ଅଳକା ମହାନ୍ତି । ଦେଖନ୍ତୁ ସମ୍ପୂର୍ଣ୍ଣ ସାକ୍ଷାତକାର । ସାକ୍ଷାତକାର ରୁଦ୍ର ନାରାୟଣ ଦାସ, ବ୍ୟୁରୋ ଚିଫ, ଇଟିଭି ଭାରତ ଓଡିଶା

ABOUT THE AUTHOR

...view details