ଇସ୍ରୋ ବୈଜ୍ଞାନିକ ତପନ ମିଶ୍ରଙ୍କ ସହ ସ୍ବତନ୍ତ୍ର ସାକ୍ଷାତକାର - ତପନ ମିଶ୍ର
ଗତ କିଛିଦିନ ତଳେ ଖାଦ୍ୟରେ ବିଷ ଦେଇ ହତ୍ୟା ଷଡଯନ୍ତ୍ରର ଶିକାର ହୋଇଥିବା ଅଭିଯୋଗ ଆଣିଥିଲେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ISRO) ର ବୈଜ୍ଞାନିକ ତପନ ମିଶ୍ର । ଦେଖନ୍ତୁ ତାଙ୍କ ସହ ଇଟିଭି ଭାରତର ସ୍ବତନ୍ତ୍ର ସାକ୍ଷାତକାର ।