ଆଜିଠୁ ଆରମ୍ଭ ହେବ Etching Tranquility ଚିତ୍ରକଳା ପ୍ରଦର୍ଶନୀ
ଭୁବନେଶ୍ବର: ରାଜ୍ୟ ସଂଗ୍ରହାଳୟରେ ଇଚିଂ ଟ୍ରାଙ୍କ୍ୟୁଲିଟି (etching tranquility) ଚିତ୍ରକଳା ପ୍ରଦର୍ଶନୀ ଅନୁଷ୍ଠିତ ହେବାକୁ ଯାଉଛି। ଏହା ଆଜି ଉଦଘାଟିତ ହେବ । ଆଜି ଠାରୁ ଆରମ୍ଭ ହୋଇ ସେପ୍ଟେମ୍ବର ୧୧ ଯାଏ ରାଜ୍ୟ ସଂଗ୍ରହାଳୟରେ ଚାଲିବ । ଏ ପ୍ରଦର୍ଶନୀ ଦିନ ୧୧.୩୦ ରୁ ସନ୍ଧ୍ୟା ୭.୩୦ ଯାଏ ଚାଲିବ ବୋଲି ଆୟୋଜକ କହିଛନ୍ତି । ଏହି ସୋଲୋ ଆର୍ଟକୁ ତିଆରି କରୁଛନ୍ତି ଶିଳ୍ପୀ ବିମଳ କୁଣ୍ଡୁ । ସଙ୍ଗୀତର ପ୍ରତିଟି ମୁର୍ଚ୍ଛନାକୁ ସେ ତାଙ୍କ କାନଭାସରେ ସଜେଇଛନ୍ତି।