ଓଡିଶା

odisha

ETV Bharat / videos

ମହିଳାଙ୍କ ସାମନାରେ ବନ୍ୟା ଭସେଇନେଲା ଘର, ଦେଖନ୍ତୁ ଭିଡିଓ... - ଦେଖୁ ଦେଖୁ ବନ୍ୟାପାଣିରେ ଭାସିଗଲା ଘର, ଦେଖନ୍ତୁ ଭିଡିଓ...

By

Published : Sep 13, 2020, 8:59 AM IST

ଭୋପାଳ: ଦେଖୁ ଦେଖୁ ବନ୍ୟାପାଣିରେ ଭାସିଗଲା ଘର | ଦେଶର ବିଭିନ୍ନ ରାଜ୍ୟରେ ବର୍ଷା ଯୋଗୁଁ ବିଭିନ୍ନ ନଦୀରେ ବନ୍ୟାପାଣି ଆସିଛି । ମଧ୍ୟପ୍ରଦେଶରେ କିଛି ସେକେଣ୍ଡ ମଧ୍ୟରେ କାନାକାଇ ନଦୀର ବନ୍ୟା ପାଣିରେ ଭାସିଗଲା ଘର | ବିନାଶର ଏହି ଲାଇଭ୍ ଭିଡିଓ କାନକାଇ ନଦୀ କୂଳରେ ଥିବା ତାରବାଡି ପଞ୍ଚାୟତରୁ ଆସିଛି। ତେବେ ଘଟଣାଟି ଘଟିବା ସମୟରେ ଘରେ କେହି ନଥିବା ଯୋଗୁଁ ଜୀବନ ବଞ୍ଚିଯାଇଛି । ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ABOUT THE AUTHOR

...view details