ଜାତୀୟ ରାଜପଥ-534ରେ ଲୋକଙ୍କୁ ଗୋଡାଇଲା ହାତୀ, ଦେଖନ୍ତୁ - ଡେରାଡୁନ କୋଟଦ୍ବାର ରେଞ୍ଜରରେ ହାତୀ ଆତଙ୍କ
ଡେରାଡୁନ: ଗଜରାଜଙ୍କ ଆତଙ୍କରେ ଭୟଭୀତ କୋଟଦ୍ବାର ରେଞ୍ଜର ବାସିନ୍ଦା । ସୂଚନାଥାଉକି, ଲାନ୍ସଡାଉନ ବନାଞ୍ଚଳରେ ପ୍ରାୟ 12ଟି ହାତୀଙ୍କ ଦଳ ରହିଛନ୍ତି । ସେହି ବନାଞ୍ଚଳ ଦେଇ ଯାଇଥିବା ଜାତୀୟ ରାଜମାର୍ଗ-534 ବିପଦପୂର୍ଣ୍ଣ ହୋଇଥିବାରୁ ବନବିଭାଗ ନୋଟିସ ବୋର୍ଡ ମଧ୍ୟ ମାରିଛି । କିନ୍ତୁ ସେଠାକର ଲୋକ ବେଖାତିର କରି ସେଠାରେ ବୁଲାବୁଲି କରନ୍ତି । କିନ୍ତୁ ଏହି ବେଖାତିର ଯୋଗୁଁ ଗୁରବାର ଦିନ ହାତୀ ଆକ୍ରମଣରେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ବାସିନ୍ଦା । ଦେଖନ୍ତୁ ସମ୍ପୂର୍ଣ୍ଣ ଭିଡିଓ..