ଓଡିଶା

odisha

ETV Bharat / videos

ଦୁଇ ହାତୀ ମଧ୍ୟରେ ଜୋରଦାର ଲଢେଇ, ଭିଡିଓ ଭାଇରାଲ - ବିନନାଗୁରୀ ଆର୍ମି କ୍ୟାମ୍ପରେ ଦୁଇ ହାତୀ ମଧ୍ୟରେ ଲଢେଇ

By

Published : May 30, 2022, 9:07 AM IST

କୋଲକାତା: ଦୁଇ ହାତୀ ମଧ୍ୟରେ ଲଢେଇ ହେଉଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଭିଡିଓଟିରେ ୨ହାତୀ ଜୋରଦାର ଲଢେଇ କରୁଥିବା ଦେଖିବାକୁ ମିଳିଛି । ପଶ୍ଚିମବଙ୍ଗର ବିନନାଗୁରୀ ଆର୍ମି କ୍ୟାମ୍ପ ଭିତରେ ଦୁଇଟି ହାତୀ ପରସ୍ପର ମଧ୍ୟରେ ଲଢେଇ କରୁଥିବା ବେଳେ ଏହାର ଭିଡିଓଟିକୁ ଉତୋଳନ କରିଥିଲେ ସ୍ଥାନୀୟ ଲୋକେ ।

ABOUT THE AUTHOR

...view details