ଓଡିଶା

odisha

ବାରଙ୍ଗରେ ହାତୀ ଆତଙ୍କ, ଲୋକେ ଭୟଭୀତ

By

Published : Aug 20, 2022, 12:44 PM IST

କଟକ ବାରଙ୍ଗରେ ହାତୀ ଆତଙ୍କ । ହାତୀଙ୍କ ପଲରୁ ଅଲଗା ହୋଇ ଯାଇଥିବା ଏକ ହାତୀ ସ୍ଥାନୀୟ ଅଞ୍ଚଳରେ ବୁଲୁଥିବାବେଳେ, ଭୟଭୀତ ଅବସ୍ଥାରେ ଅଛନ୍ତି ସ୍ଥାନୀୟ ଲୋକେ । ଶୁକ୍ରବାର ରାତିରୁ ହାତୀଟି ବୁଲୁଥିବାବେଳେ ବର୍ତ୍ତମାନ ହାତୀଟି ଷଣ୍ଢପୁର ନେତଲ ଗ୍ରାମରେ ଥିବା ଜଣା ପଡିଛି । ସେପେଟ ହାତୀର ଗତି ବିଧି ଉପରେ ବନ ବିଭାଗର ଏକ ଟିମ ନଜର ରଖିଛି । ବାରଙ୍ଗ ଥାନା ପୋଲିସ ପକ୍ଷରୁ ଲୋକମାନଙ୍କୁ ସତର୍କ ଓ ସଚେତନତ ରହିବା ପାଇଁ କୁହାଯାଇଛି ।

ABOUT THE AUTHOR

...view details