ଓଡିଶା

odisha

By

Published : May 3, 2022, 9:35 AM IST

ETV Bharat / videos

Eid-Ul-Fitr 2022: ଦିଲ୍ଲୀ ଜାମା ମସଜିଦରେ ନମାଜ ପାଠ

ନୂଆଦିଲ୍ଲୀ: ଆଜି ମୁସଲମାନ ଧର୍ମାବଲମ୍ବୀଙ୍କ ବଡ ପର୍ବ ଇଦ୍‌ ବା ଇଦ୍‌-ଉଲ-ଫିତର । ଏହି ଅବସରରେ ଚଳଚଞ୍ଚଳ ହୋଇଉଠିଛି ମସଜିଦ୍‌ । ସକାଳୁ ସକାଳୁ ସମୂହ ନମାଜ ପାଠ ପାଇଁ ବିଭିନ୍ନ ମସଜିଦରେ ପ୍ରବଳ ଭିଡ଼ ଜମିଥିବା ଦେଖିବାକୁ ମିଳିଛି । ଦିଲ୍ଲୀର ଜାମା ମସଜିଦରେ ଆଜି ସକାଳୁ ଶହ ଶହ ମୁସଲମାନ ଧର୍ମାବଲମ୍ବି ନମାଜ ପାଠ କରିଛନ୍ତି ।

ABOUT THE AUTHOR

...view details