ଓଡିଶା

odisha

ETV Bharat / videos

କୋରୋନା ଆକ୍ରାନ୍ତଙ୍କଠୁ ଗୋଟିଏ ମାସରେ 406 ଜଣ ହୁଅନ୍ତି ସଂକ୍ରମିତ: ଡ. ସଞ୍ଜୀବ ମଲ୍ଲିକ

By

Published : Apr 3, 2020, 12:08 PM IST

Updated : Apr 3, 2020, 2:01 PM IST

ଭୁବନେଶ୍ବର: ମହାମାରୀ କୋରୋନାକୁ ନେଇ ଚାରିଆଡେ ଭୟ ଓ ଆତଙ୍କର ମାହୋଲ । କୋରୋନା ଆକ୍ରାନ୍ତ ଗୋଟିଏ ଦିନରେ ଅଢେଇ ଜଣ ଲୋକଙ୍କୁ ସଂକ୍ରମିତ କରିଥାନ୍ତି ।ଏପରିକି ଏକ ମାସ ମଧ୍ୟରେ ୪୦୬ ଜଣ ଲୋକ କୋରୋନା ଆକ୍ରାନ୍ତଙ୍କ ଠାରୁ ସଂକ୍ରମଣ ହେବାର ଆଶଙ୍କା ଥାଏ । ମହାମାରୀ କୋରୋନାକୁ କେମିତି ମୁକାବିଲା କରିବେ ସେ ନେଇ କେୟାର ହସପିଟାଲ ଡାକ୍ତର ସଞ୍ଜୀବ ମଲ୍ଲିକ ଦେଇଛନ୍ତି ପରାମର୍ଶ । ଶୁଣନ୍ତୁ ...
Last Updated : Apr 3, 2020, 2:01 PM IST

ABOUT THE AUTHOR

...view details