ଓଡିଶା

odisha

ମହାନବମୀରେ ମହମାୟୀ, ବର୍ଷା ସତ୍ତ୍ୱେ ରସୁଲଗଡ ମଣ୍ଡପରେ ଲାଗିଛି ଭକ୍ତଙ୍କ ଭିଡ

By

Published : Oct 4, 2022, 8:10 PM IST

Published : Oct 4, 2022, 8:10 PM IST

ETV Bharat / videos

ମହାନବମୀରେ ମହମାୟୀ, ବର୍ଷା ସତ୍ତ୍ୱେ ରସୁଲଗଡ ମଣ୍ଡପରେ ଲାଗିଛି ଭକ୍ତଙ୍କ ଭିଡ

ଭୁବନେଶ୍ବର: ଆଜି ମହମାୟାଙ୍କ ମହାନବମୀ । ଶାରଦୀୟ ଦୁର୍ଗା ପୂଜା ପାଇଁ ଚଳଚଞ୍ଚଳ ହୋଇ ଉଠିଛି ରାଜଧାନୀର ବିଭିନ୍ନ ପୂଜା ମଣ୍ଡପ । ପୂଜକଙ୍କ ପୂଜା ପାଠରେ ପ୍ରକମ୍ପିତ ସହରର ସମସ୍ତ ପୂଜା ମଣ୍ଡପ । ରାଜ୍ୟରେ ଲଘୁଚାପ ଜନିତ ବର୍ଷା ଲାଗି ରହିଥିବା ସତ୍ତ୍ବେ ମା'ଙ୍କ ଦର୍ଶନ ପାଇଁ ରସୁଲଗଡ଼ ମଣ୍ଡପରେ ଲାଗିଛି ଭକ୍ତଙ୍କ ଭିଡ଼ । ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details