ଓଡିଶା

odisha

By

Published : May 3, 2022, 10:59 AM IST

ETV Bharat / videos

ବାଲେଶ୍ବରରେ ଇଦ୍‌ ପାଇଁ ସାମୁହିକ ନମାଜ ପାଠ

ବାଲେଶ୍ବର: ମୁସଲମାନ ଧର୍ମାବଲମ୍ବୀଙ୍କ ଇଦ୍‌-ଉଲ-ଫିତରକୁ ନେଇ ରାଜ୍ୟର ସମସ୍ତ ମସଜିଦ ଚଳଚଞ୍ଚଳ । ଆଜି ବାଲେଶ୍ବରରେ ଇଦ୍‌ ପର୍ବ ପାଳନ କରାଯାଇଛି । ସହରର ଦରଘା ପଡ଼ିଆରେ ସାମୁହିକ ନମାଜ ପାଠ କରାଯିବା ସହ ପରସ୍ପରକୁ ଆଲିଙ୍ଗନ କରି ଇଦ ଶୁଭେଚ୍ଛା ଜଣାଇଥିଲେ ମୁସଲମାନ ଧର୍ମାବଲମ୍ବୀ । ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details