ଓଡିଶା

odisha

ETV Bharat / videos

ମହାପ୍ରଭୁଙ୍କ ଗଜାନନ ବେଶ ଦେଖି ଭକ୍ତ ଆତ୍ମବିଭୋର

By

Published : Jun 14, 2022, 10:55 PM IST

ପୁରୀ: ସ୍ନାନଯାତ୍ରା ପରେ ମହାପ୍ରଭୁ ଗଜାନନ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଛନ୍ତି । ଗଜାନନ ବେଶ ଦେଖି ଆନନ୍ଦିତ ହୋଇ ପଡ଼ିଛନ୍ତି ଭକ୍ତ । ଦେବସ୍ନାନ ଯାତ୍ରା ନେଇ ଚଳଚଞ୍ଚଳ ହୋଇଛି ଶ୍ରୀକ୍ଷେତ୍ର ପୁରୀ । ଜନ ସମୁଦ୍ର ପାଲଟିଥିଲା ବଡଦାଣ୍ଡ । ଦୀର୍ଘ ଦୁଇବର୍ଷ ପରେ ସ୍ନାନବେଦୀରେ ଭଗବାନଙ୍କୁ ପାଇ ଭକ୍ତ ଭାବବିହ୍ବଳ ହୋଇ ପଡ଼ିଥିଲେ ।

ABOUT THE AUTHOR

...view details