ଓଡିଶା

odisha

ETV Bharat / videos

ସଭ୍ୟତାର ଆଲୋକରେ ମାଆର ଋଣ, ନୟାପଲ୍ଲୀ ପୂଜା ମଣ୍ଡପରେ ନିଆରା ଥିମ - ଭୁବନେଶ୍ବର ନୟାପଲ୍ଲୀ ଦଶହରା

By

Published : Oct 4, 2022, 8:10 PM IST

ଭୁବନେଶ୍ବର: ଦୁଇ ବର୍ଷ ପ୍ରତୀକ୍ଷାର ଅନ୍ତ ଘଟିଛି । ମହାନବମୀରେ ପୂଜା ମଣ୍ଡପରେ ମା'ଙ୍କୁ ଦର୍ଶନ କରି ବିଭୋର ଶ୍ରଦ୍ଧାଳୁ । ସଭ୍ୟତାର ଆଲୋକ ତୋରଣରେ ଝଲସୁଛି ନୟାପଲ୍ଲୀ ପୂଜା ମଣ୍ଡପ । ଲଘୁଚାପଜନିତ ଲଗାଣ ବର୍ଷା ରୋକି ପାରିନି ଭକ୍ତଙ୍କ ବାଟ । ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details