ଓଡିଶା

odisha

ETV Bharat / videos

ଘନ କୁହୁଡି ବଳୟରେ କେନ୍ଦୁଝର ସହର - ଘନ କୁହୁଡି ବଳୟରେ କେନ୍ଦୁଝର ସହର

🎬 Watch Now: Feature Video

By

Published : Dec 26, 2021, 10:57 AM IST

କେନ୍ଦୁଝର: ଘନ କୁହୁଡ଼ିରେ(dense fog) ଆଚ୍ଛାଦିତ କେନ୍ଦୁଝର ସହର । ଘନ କୁହୁଡି ଯୋଗୁଁ ସକାଳୁ ରାସ୍ତାଘାଟ ଦୃଶ୍ୟମାନ ହୋଇ ନ ଥିବା ବେଳେ ଗାଡ଼ି ଚାଳକଙ୍କୁ ଲାଇଟ ଜଳାଇ ଯାତାୟତ କରିବାକୁ ପଡୁଛି । ପେଟ ପୋଷିବା ପାଇଁ ଲୋକେ ଘନ କୁହୁଡିରେ ମଧ୍ୟ ବଜାରରେ ଦେଖିବାକୁ ମିଳିଛି । ଘନ କୁହୁଡି ଯୋଗୁଁ ଥଣ୍ଡା କମ ଅନୁଭୂତ ହେଉଛି । ତେବେ ଆଜି ଦିନ ଦ୍ବିପ୍ରହର ପର୍ଯ୍ୟନ୍ତ କୁହୁଡି ଜାରି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details